Surdashan vs Radhakrishna: BJD doesn’t matter? ।। ସୁର୍ଦଶନ ବନାମ ରାଧାକୃଷ୍ଣ : କିଏ କାହା ପଟରେ ,ବିଜେଡିର ଗୁରୁତ୍ୱ ନାହିଁ?

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ତାମିଲନାଡୁ ନିବାସି ନିସିପି ରାଧାକୃଷ୍ଣ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପକ୍ଷରୁ ତେଲେଙ୍ଗାନା ରାଜ୍ୟର ନିବାସି ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇ ରାଜନୈତିକ ମେଣ୍ଟ ପକ୍ଷରୁ ଦକ୍ଷିଣ ଭାରତରୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ଏହି ଲଢେଇ ରୋଚକ ହେବା ସହିତ ଅଡ଼ୁଆରେ ପଡ଼ିଥିବା ଡିଏମକେ କୁ ବାହାନା କରିବାର ସୁଯୋଗ ମିଳିଯାଇଛି … Continue reading Surdashan vs Radhakrishna: BJD doesn’t matter? ।। ସୁର୍ଦଶନ ବନାମ ରାଧାକୃଷ୍ଣ : କିଏ କାହା ପଟରେ ,ବିଜେଡିର ଗୁରୁତ୍ୱ ନାହିଁ?