ଜଟଣୀରୁ ନିର୍ବାଚନ ଲଢ଼ିବେ ସୁର, ଦେଲେ ସଂକେତ ।। Sura routray
ଓଡ଼ିଶା ରାଜନୀତିରେ ପୁଣି ଏକ ଚର୍ଚ୍ଚିତ ମୋଡ଼। ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ସ୍ପଷ୍ଟ କହିଥିବା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଏବେ ନିଜ ମତରୁ ପଛକୁ ହଟିଛନ୍ତି। ଜଟଣୀ ବିଧାନସଭା ମଣ୍ଡଳୀରୁ ପୁଣି ଥରେ ନିର୍ବାଚନ ଲଢ଼ିବା ନେଇ ସେ ସ୍ପଷ୍ଟ ସଂକେତ ଦେଇଛନ୍ତି। ଏହା ସହିତ ଜଟଣୀ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚା ତେଜ ହୋଇଛି । ସୁର ରାଉତରାୟ କହିଛନ୍ତି “ଲୋକ ଯଦି ଚାହାଁନ୍ତି ମୁଁ ନିଶ୍ଚିତ ଭାବେ ଲଢ଼ିବି” । … Continue reading ଜଟଣୀରୁ ନିର୍ବାଚନ ଲଢ଼ିବେ ସୁର, ଦେଲେ ସଂକେତ ।। Sura routray
Copy and paste this URL into your WordPress site to embed
Copy and paste this code into your site to embed