Supreme Court’s strong words on stubble burning ।। କିଛି ଲୋକଙ୍କୁ କାହିଁକି ଜେଲ ପଠାଯାଉନାହିଁ… ଚାଷୀ ନଡ଼ା ଜାଳିବା ନେଇ ସୁପ୍ରିମକୋର୍ଟ କ୍ରୋଧିତ

ସୁପ୍ରିମକୋର୍ଟ ନଡ଼ା ପୋଡ଼ିବା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରତିବର୍ଷ ଶୀତ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଥାଏ । ନଡ଼ା ପୋଡ଼ିବା ଏହାର ଏକ କାରଣ ବୋଲି କୁହାଯାଉଛି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ କିଛି ଚାଷୀଙ୍କୁ ଜେଲଦଣ୍ଡ ଦେବା ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ହେବ ଏବଂ ଏହି ଅଭ୍ୟାସକୁ ରୋକିବାରେ ସାହାଯ୍ୟ କରିବ। ମୁଖ୍ୟ ବିଚାରପତି ବି.ଆର. … Continue reading Supreme Court’s strong words on stubble burning ।। କିଛି ଲୋକଙ୍କୁ କାହିଁକି ଜେଲ ପଠାଯାଉନାହିଁ… ଚାଷୀ ନଡ଼ା ଜାଳିବା ନେଇ ସୁପ୍ରିମକୋର୍ଟ କ୍ରୋଧିତ