ମମତାଙ୍କ ନାଟକ ଉପରେ ସୁପ୍ରିମକୋର୍ଟଙ୍କ ପ୍ରହାର || Supreme Court slams Mamata’s drama

ଭାରତୀୟ ଗଣତନ୍ତ୍ରର ମୂଳ ଆଧାର ହେଉଛି ମୁକ୍ତ, ସ୍ୱଚ୍ଛ ଓ ନିର୍ଭୟ ନିର୍ବାଚନ। ଏହି ନିର୍ବାଚନ ପ୍ରକ୍ରିୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ହେଉଛି ଭୋଟର ତାଲିକା। ଭୋଟର ତାଲିକାର ସଠିକତା ଉପରେ ଯଦି ସନ୍ଦେହ ରହିଯାଏ, ତେବେ ସମ୍ପୂର୍ଣ୍ଣ ନିର୍ବାଚନୀ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲାଗିଯାଏ। ସେଇ କାରଣରୁ ନିର୍ବାଚନ କମିଶନ ଦ୍ୱାରା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟା ଏକ ସାମ୍ବିଧାନିକ ଓ ଅନିବାର୍ଯ୍ୟ କାର୍ଯ୍ୟ। କିନ୍ତୁ … Continue reading ମମତାଙ୍କ ନାଟକ ଉପରେ ସୁପ୍ରିମକୋର୍ଟଙ୍କ ପ୍ରହାର || Supreme Court slams Mamata’s drama