Supreme Court slams ED Misuse ।। ଇଡ଼ି ଉପରେ କାହିଁକି ବର୍ଷିଲେ ସୁପ୍ରିମ କୋର୍ଟ?

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସୁପ୍ରିମକୋର୍ଟ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଏହି କେନ୍ଦ୍ରୀୟ ଏଜେନ୍ସି ସବୁ ସୀମା ଉଲ୍ଲଘଂନ କରିଯାଉଛି ବୋଲି କହିଛନ୍ତି କୋର୍ଟ। ଭୁଲ୍ ହୋଇଥିଲେ ବି ଜଣେ ଓକିଲ ଏବଂ ମହକିଲଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସ୍ଵତନ୍ତ୍ର ହୋଇଥାଏ। ଏହାକୁ ନେଇ ଓକିଲଙ୍କ ବିରୋଧରେ ନୋଟିସ୍ ଜାରି କରାଯାଇପାରିବ ନାହିଁ। ଏଭଳି ମାମଲାରେ ଇଡି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯିବା ଉଚିତ ବୋଲି ପ୍ରଧାନ ବିଚାରପତି ବିଆର ଗଭାଇ ଏବଂ ଜଷ୍ଟିସ କେ ବିନୋଦ … Continue reading Supreme Court slams ED Misuse ।। ଇଡ଼ି ଉପରେ କାହିଁକି ବର୍ଷିଲେ ସୁପ୍ରିମ କୋର୍ଟ?