ନିର୍ବାଚିତ ସଦସ୍ୟମାନେ କେଉଁ ଭାଷାରେ କଥା ହେବା ଉଚିତ? ମାନ୍ୟବର ନେତାମାନଙ୍କୁ ବୁଝାଇଲେ ସୁପ୍ରିମକୋର୍ଟ

Supreme Court: ସୁପ୍ରିମକୋର୍ଟ କହିଛନ୍ତି ଯେ ଅସନ୍ତୋଷ ସମୟରେ ବିଧାୟକମାନେ ସମ୍ମାନର ସହ ଆଚରଣ କରିବାକୁ ଭୁଲିଯାଇଥିବା ଜଣାପଡ଼ୁଛି। ଆରଜେଡି ନେତା ସୁନୀଲ କୁମାର ସିଂହଙ୍କ ସହ ଜଡ଼ିତ ଏକ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମନ୍ତବ୍ୟ ଦେଇଛନ୍ତି। ଅସଦାଚରଣ ଅଭିଯୋଗରେ ତାଙ୍କୁ ବିହାର ବିଧାନସଭାରୁ ବହିଷ୍କାର କରାଯାଇଥିଲା। ଆରଜେଡି ନେତା ସୁନୀଲ କୁମାର ସିଂଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ ସଦସ୍ୟମାନେ ତୀବ୍ର ସମାଲୋଚକ ହୋଇଥିଲେ ମଧ୍ୟ ସେମାନଙ୍କୁ ସମ୍ମାନ ଦେବା ଉଚିତ ଗୃହରେ ଅନୁଚିତ … Continue reading ନିର୍ବାଚିତ ସଦସ୍ୟମାନେ କେଉଁ ଭାଷାରେ କଥା ହେବା ଉଚିତ? ମାନ୍ୟବର ନେତାମାନଙ୍କୁ ବୁଝାଇଲେ ସୁପ୍ରିମକୋର୍ଟ