SupremeCourt: ୧୦ ପ୍ରତିଶତରୁ କମ୍ କିମ୍ବା ୨-୫ ଜଣ ଆଡହକ୍ ବିଚାରପତି ନିଯୁକ୍ତି ପାଇଁ ହାଇକୋର୍ଟ ସୁପାରିସ କରିପାରିବେ। ଅପରାଧିକ ଆବେଦନର ଶୁଣାଣି କରୁଥିବା ଖଣ୍ଡପୀଠରେ ସେମାନେ କନିଷ୍ଠ ବିଚାରପତିଭାବେ ବସିବେ। ହାଇକୋର୍ଟରେ ଆଡହକ୍ ବିଚାରପତି ନିଯୁକ୍ତି ପାଇଁ ଥିବା ସର୍ତ୍ତକୁ କୋହଳ କରି ସୁପ୍ରିମକୋର୍ଟ ୨୦୨୧ ଏପ୍ରିଲ ରାୟରେ ସର୍ତ୍ତକୁ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସମ୍ବିଧାନର ଧାରା ୨୨୪ ଅନୁଯାୟୀ ଆଡହକ୍ ବିଚାରପତିଙ୍କୁ କେବଳ ସେତେବେଳେ ନିଯୁକ୍ତି ଦିଆଯାଇପାରିବ ଯଦି ଖାଲି ପଡ଼ିଥିବା ପଦବୀ … Continue reading ଉଚ୍ଚ ନ୍ୟାୟାଳୟରେ ଆଡହକ୍ ବିଚାରପତି ନିଯୁକ୍ତି ସର୍ତ୍ତକୁ କୋହଳ କଲେ ସୁପ୍ରିମକୋର୍ଟ, କହିଲେ୨୦%ରୁ ଅଧିକ ପଦବୀ ଖାଲି ପଡ଼ିବ ନାହିଁ
Copy and paste this URL into your WordPress site to embed
Copy and paste this code into your site to embed