‘ଜଗନ୍ନାଥ’ଙ୍କ ଆନିମେସନ ଫିଲ୍ମର ମୁକ୍ତିଲାଭ ଅଟକାଇବାକୁ ସୁପ୍ରିମକୋର୍ଟଙ୍କ ମନା || Supreme Court refuses to stay release of Jagannath animation film

ବୁଧବାର ସୁପ୍ରିମକୋର୍ଟ ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୂ ଜଗନ୍ନାଥଙ୍କ ମୁକ୍ତିଲାଭ ବନ୍ଦ କରିବା ପାଇଁ ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି। ୨୮ ଜୁଲାଇରେ ପୁରୀରେ ପ୍ରଭୁ ଜଗନ୍ନାଥ ରଥଯାତ୍ରା ସମାପ୍ତ ହେବା ପରେ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ୧୭ ଜୁଲାଇରେ ଦିଆଯାଇଥିବା ଆଦେଶକୁ ସଂଶୋଧନ କରିବାକୁ ମଧ୍ୟ ମନା କରିଦେଇଛନ୍ତି। ଲାଇଭଲ’ର ଏକ ରିପୋର୍ଟ ଅନୁଯାୟୀ, ବିଚାରପତି ବିଭି ନାଗରତ୍ନ ଏବଂ ବିଚାରପତି ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେଇଛନ୍ତି, ଏହା ଦର୍ଶାଇଛନ୍ତି ଯେ କେବଳ … Continue reading ‘ଜଗନ୍ନାଥ’ଙ୍କ ଆନିମେସନ ଫିଲ୍ମର ମୁକ୍ତିଲାଭ ଅଟକାଇବାକୁ ସୁପ୍ରିମକୋର୍ଟଙ୍କ ମନା || Supreme Court refuses to stay release of Jagannath animation film