Supreme Court questions Shami’s wife, isn’t Rs 4 lakh a month a lot? || ଶାମିଙ୍କ ପତ୍ନୀଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ମାସିକ ୪ ଲକ୍ଷ ଟଙ୍କା କ’ଣ ବହୁତ ନୁହେଁ?

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାଁ ଏବଂ ତାଙ୍କ ଝିଅଙ୍କୁ ପ୍ରଦାନ କରାଯାଇଥିବା ମାସିକ ଭରଣପୋଷଣ ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ହସିନ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି, ଯେଉଁଥିରେ ତାଙ୍କ ପାଇଁ ମାସିକ ୧.୫ ଲକ୍ଷ ଟଙ୍କା ଏବଂ ତାଙ୍କ ଝିଅ ପାଇଁ ୨.୫ ଲକ୍ଷ ଟଙ୍କା ଭରଣପୋଷଣ ସ୍ଥିର କରାଯାଇଥିଲା। ତାଙ୍କ ଆବେଦନରେ ସେ ଯୁକ୍ତି ଦର୍ଶାଇଛନ୍ତି … Continue reading Supreme Court questions Shami’s wife, isn’t Rs 4 lakh a month a lot? || ଶାମିଙ୍କ ପତ୍ନୀଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ମାସିକ ୪ ଲକ୍ଷ ଟଙ୍କା କ’ଣ ବହୁତ ନୁହେଁ?