ହାଇକୋର୍ଟ ବିଚାରପତିଙ୍କ ତଦନ୍ତ କ୍ଷମତା ସଂକ୍ରାନ୍ତ ଲୋକପାଳଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

Lokpal Order : ହାଇକୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଦାଖଲ ହୋଇଥିବା ଦୁଇଟି ଅଭିଯୋଗର ଶୁଣାଣି କରି ଗତ ମାସରେ ଲୋକପାଳଙ୍କ ଆଦେଶ କ୍ରମେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ। କେନ୍ଦ୍ର ଓ ଲୋକପାଳ ରେଜିଷ୍ଟ୍ରାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ ଗତ ମାସରେ ଲୋକପାଳଙ୍କ ଆଦେଶ ପରେ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ ଲୋକପାଳଙ୍କ ବ୍ୟାଖ୍ୟା ଭୁଲ୍ ବୋଲି କେନ୍ଦ୍ର କହିଛି ଲୋକପାଳ ଓ ଲୋକାୟୁକ୍ତ ଆଇନ ୨୦୧୩ ଅନୁଯାୟୀ ହାଇକୋର୍ଟ ବିଚାରପତିଙ୍କ … Continue reading ହାଇକୋର୍ଟ ବିଚାରପତିଙ୍କ ତଦନ୍ତ କ୍ଷମତା ସଂକ୍ରାନ୍ତ ଲୋକପାଳଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ