ମାଗଣା ପ୍ରସଙ୍ଗ; ’ଆମେ ପରଜୀବୀ ଶ୍ରେଣୀ ସୃଷ୍ଟି କରୁନାହୁଁ କି’: ସୁପ୍ରିମକୋର୍ଟ?

Freebies: ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାଗଣା ଯୋଜନାକୁ ନିନ୍ଦା କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। କୋର୍ଟ କହିଛନ୍ତି ଯେ ଲୋକମାନେ ମାଗଣା ରାସନ ଏବଂ ଟଙ୍କା ପାଉଥିବାରୁ କାମ କରିବାକୁ ଇଚ୍ଛୁକ ନୁହଁନ୍ତି। ଜଷ୍ଟିସ୍ ବି.ଆର.ଗାଭାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମାସିଂହଙ୍କ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ସହରାଞ୍ଚଳରେ ବାସହୀନ ବ୍ୟକ୍ତିଙ୍କ ଆଶ୍ରୟ ଅଧିକାର ସହିତ ଜଡ଼ିତ ଏକ ମାମଲାର ଶୁଣାଣି ଖଣ୍ଡପୀଠ କରୁଥିଲେ। ଜଷ୍ଟିସ୍ ଗଭାଇ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ, ଏହି ମାଗଣା … Continue reading ମାଗଣା ପ୍ରସଙ୍ଗ; ’ଆମେ ପରଜୀବୀ ଶ୍ରେଣୀ ସୃଷ୍ଟି କରୁନାହୁଁ କି’: ସୁପ୍ରିମକୋର୍ଟ?