ସଞ୍ଜୀବ ଖାନ୍ନା, ବିଆର୍ ଗଭାଇଙ୍କ ପରେ ସୂର୍ଯ୍ୟକାନ୍ତ; ୨୦୨୫ରେ ଭାରତକୁ ମିଳିବ ୩ ପ୍ରଧାନ ବିଚାରପତି

CJI: ବର୍ତ୍ତମାନ ସୁଦ୍ଧା ଏଭଳି ୫ଟି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଦେଶରେ ଏକାସାଙ୍ଗରେ ୩ ଜଣ ପ୍ରଧାନ ବିଚାରପତିଙ୍କୁ ଦେଖିବାକୁ ମିଳିବ। ୨୦୨୫ରେ ସୁପ୍ରିମକୋର୍ଟକୁ ୩ ଜଣ ମୁଖ୍ୟ ବିଚାରପତି ମିଳିବାକୁ ଯାଉଛି। ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ସ୍ଥାନରେ ଜଷ୍ଟିସ୍ ବିଆର୍ ଗଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦାୟିତ୍ୱ ତୁଲାଇବେ। ୨୦୨୫ ବର୍ଷ ସୁପ୍ରିମକୋର୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଗୋଟିଏ ପଟେ ଚଳିତ ବର୍ଷ ସୁପ୍ରିମକୋର୍ଟର ୭ ଜଣ ବିଚାରପତି ଅବସର ନେଉଥିବାବେଳେ ଅନ୍ୟପଟେ … Continue reading ସଞ୍ଜୀବ ଖାନ୍ନା, ବିଆର୍ ଗଭାଇଙ୍କ ପରେ ସୂର୍ଯ୍ୟକାନ୍ତ; ୨୦୨୫ରେ ଭାରତକୁ ମିଳିବ ୩ ପ୍ରଧାନ ବିଚାରପତି