ଆୟ ଅଧିକ ହେଲେ ଲାଗିବ ସରକାରୀ ‘କ୍ରିମି ଲେୟାର’ | Supreme Court OBC Creamy Layer

ସୁପ୍ରିମକୋର୍ଟଙ୍କ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ନାମ ଆସିଛି ‘କ୍ରିମି ଲେୟାର’ | ଦରମା ଓ ଆୟ ଅନୁଯାୟୀ ସରକାରୀ ସହାୟତା ଅନ୍ତର୍ଭୁକ୍ତ ଲୋକଙ୍କ ଅଲଗା ହେବା ଆରମ୍ଭ ହୋଇଛି ତାଲିକା | ଏଣିକି କେବଳ ପିତାମାତାଙ୍କ ଦରମା ଦ୍ୱାରା ଓବିସିର ‘କ୍ରିମି ଲେୟାର’ ନିର୍ଣ୍ଣୟ କରାଯାଇପାରିବ ନାହିଁ | ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାଇ ତାଲିକାରୁ ନାମ ବାଦ ପଡିଲେ ମିଳିବନି ନିଜ ଶ୍ରେଣୀର କୌଣସି ବିଶେଷାଧିକାର | ସୁପ୍ରିମକୋର୍ଟ ଓବିସି କ୍ରିମି ଲେୟାର : … Continue reading ଆୟ ଅଧିକ ହେଲେ ଲାଗିବ ସରକାରୀ ‘କ୍ରିମି ଲେୟାର’ | Supreme Court OBC Creamy Layer