ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ! || Supreme Court is angry about the free scheme!

ସୁପ୍ରିମକୋର୍ଟ ମାଗଣା ଯୋଜନା ଉପରେ କଠୋର ମତ ରଖିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ବିଦ୍ୟୁତ୍, ଖାଦ୍ୟ ଏବଂ ସାଇକେଲ ମାଗଣାରେ ଯୋଗାଇ ଦିଆଯାଏ, ତେବେ କିଏ କାମ କରିବ? ଯେଉଁମାନେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଦେଇପାରିବେ ଏବଂ ଯେଉଁମାନେ ଦେଇପାରିବେ ନାହିଁ ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନ କରି ଯୋଜନାଗୁଡ଼ିକ ଆରମ୍ଭ କରାଯାଏ। ସରକାରଗୁଡ଼ିକ ଦ୍ୱାରା ଆରମ୍ଭ ହୋଇଥିବା ମାଗଣା ଯୋଜନା ଉପରେ କଠୋର ମତ ରଖିଛନ୍ତି ସୁପ୍ରିମକୋର୍ଟ। … Continue reading ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ! || Supreme Court is angry about the free scheme!