ପରମାଣୁ ଦୁର୍ଘଟଣାରେ କ୍ଷତିପୂରଣ ସୀମା ଉପରେ ସୁପ୍ରିମକୋର୍ଟର ଶୁଣାଣି, ‘ଶାନ୍ତି ଆଇନ’କୁ ଚ୍ୟାଲେଞ୍ଜ || Supreme Court hearing on compensation limit for nuclear accidents, challenges to ‘shanti bill’

ଦେଶର ପରମାଣୁ ଶକ୍ତି କେନ୍ଦ୍ରରେ କୌଣସି ଅପ୍ରୀତିକର ଘଟଣା ଘଟିଲେ କେନ୍ଦ୍ର ସରକାର କ୍ଷତିପୂରଣର ସର୍ବାଧିକ ଆର୍ଥିକ ରାଶି ୩ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସୀମା ଧାର୍ଯ୍ୟ କରିଛନ୍ତି । ଏବେ ନୂତନ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଆଇନ ଅନୁଯାୟୀ ସୀମିତ ହେଲେ ମଧ୍ୟ ଅପ୍ରତ୍ୟାଶିତ ପରମାଣୁ ଶକ୍ତି କେନ୍ଦ୍ର ଦୁର୍ଘଟଣାରେ ନାଗରିକଙ୍କ ପ୍ରତି ସରକାରଙ୍କ ଅତିରିକ୍ତ ଦାୟିତ୍ବ ନିର୍ଣ୍ଣୟ କରିବାରୁ କୋର୍ଟଗୁଡ଼ିକୁ ନିବୃତ୍ତ … Continue reading ପରମାଣୁ ଦୁର୍ଘଟଣାରେ କ୍ଷତିପୂରଣ ସୀମା ଉପରେ ସୁପ୍ରିମକୋର୍ଟର ଶୁଣାଣି, ‘ଶାନ୍ତି ଆଇନ’କୁ ଚ୍ୟାଲେଞ୍ଜ || Supreme Court hearing on compensation limit for nuclear accidents, challenges to ‘shanti bill’