ସୁପ୍ରିମକୋର୍ଟରେ ଯୌନ ନିର୍ଯାତନା ଅଭିଯୋଗର ଶୁଣାଣି ପାଇଁ ସିଜେଆଇ ଗଠନ କଲେ ନୂଆ କମିଟି; ଜଷ୍ଟିସ୍ ନାଗରତ୍ନା ଅଧ୍ୟକ୍ଷ, ବାଂସୁରୀ ସ୍ୱରାଜ ସଦସ୍ୟ

Supreme Court Formed Committee To Listen Harassment Complaints: ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଯୌନ ନିର୍ଯାତନା ଉପରେ ଏକ ନୂତନ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଛି। ୨୦୧୩ ମସିହାରୁ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ନିୟମ ଲାଗୁ ହୋଇଛି। ସୁପ୍ରିମକୋର୍ଟ ପରିସରରେ ଯୌନ ନିର୍ଯାତନା ବିରୋଧରେ ମହିଳାଙ୍କ ଅଭିଯୋଗର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏକ ନୂତନ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଭି ନାଗରତ୍ନାଙ୍କୁ … Continue reading ସୁପ୍ରିମକୋର୍ଟରେ ଯୌନ ନିର୍ଯାତନା ଅଭିଯୋଗର ଶୁଣାଣି ପାଇଁ ସିଜେଆଇ ଗଠନ କଲେ ନୂଆ କମିଟି; ଜଷ୍ଟିସ୍ ନାଗରତ୍ନା ଅଧ୍ୟକ୍ଷ, ବାଂସୁରୀ ସ୍ୱରାଜ ସଦସ୍ୟ