ରଣବୀର ଆଲ୍ଲାବାଦିଆଙ୍କ ମାମଲାରେ ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ
Ranveer Allahbadia : ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ’ରେ ଅଶ୍ଳୀଳ ମଜାକକୁ ନେଇ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ଏକାଧିକ ଏଫ୍ଆଇଆର୍ ରୁଜୁ କରିବା ବିରୋଧରେ ସେ ଶୁକ୍ରବାର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରଣବୀର ଆଲ୍ଲାବାଦିଆଙ୍କ ପକ୍ଷରୁ ଆଇନଜୀବୀ ଅଭିନବ ଚନ୍ଦ୍ରଚୂଡ଼ ମାମଲାର ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନା ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରକ୍ରିୟା … Continue reading ରଣବୀର ଆଲ୍ଲାବାଦିଆଙ୍କ ମାମଲାରେ ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed