Supreme Court concerned over campus suicides ।। କ୍ୟାମ୍ପସ ଘଟଣାରେ ସୁପ୍ରିମକୋର୍ଟ ଚିନ୍ତିତ

ଉଚ୍ଚ ଶିକ୍ଷାନୁଷ୍ଠାନର ପରିସରରେ ବା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । କାହିଁକି ଏଭଳି ଘଟଣା ଘଟୁଛି, କିଭଳି ରୋକାଯାଇ ପାରିବ ଓ କ’ଣ ପଦକ୍ଷେପ ନିଆଯିବ  ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କଫୋର୍ସ ବା ଏନଟିଏଫ ଗଠନ କରିବା ସହିତ ଉଭୟ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାର ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ଆଇଆଇଟିର ୨ଜଣ ଛାତ୍ର, ଖଡଗପୁର ଆଇଆଇଟିର ଜଣେ ଏବଂ ରାଜସ୍ଥାନ କୋଟାରେ … Continue reading Supreme Court concerned over campus suicides ।। କ୍ୟାମ୍ପସ ଘଟଣାରେ ସୁପ୍ରିମକୋର୍ଟ ଚିନ୍ତିତ