ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ! ବିଚାରପତିଙ୍କ ପ୍ରାର୍ଥୀଙ୍କ ପାଖକୁ କଲେଜିୟମ ଗଲା

Supreme Court: ସୁପ୍ରିମକୋର୍ଟ କଲେଜିୟମ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଚାରପତି ପଦ ପାଇଁ ପ୍ରାର୍ଥୀମାନଙ୍କୁ ଭେଟିଛନ୍ତି। ଏହାର ଉଦ୍ଦେଶ୍ୟ ଥିଲା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ, ଉପଯୁକ୍ତତା ଏବଂ ଦକ୍ଷତାର ମୂଲ୍ୟାଙ୍କନ କରିବା। ଫଳରେ ପରୀକ୍ଷାର୍ଥୀଙ୍କ ସମୟ ଓ ଟଙ୍କା ଉଭୟ ସଞ୍ଚୟ ହୋଇଥିଲା। ଏହି ବୈଠକରେ ୩ ଜଣ ଆନ୍ଧ୍ରପ୍ରଦେଶ ଓ ୫ ଜଣ ତେଲେଙ୍ଗାନା ପ୍ରାର୍ଥୀ ଆଲୋଚନା କରିଥିଲେ।   ପ୍ରାର୍ଥୀଙ୍କ ସାକ୍ଷାତ୍‍କାରର ନୂଆ ପରମ୍ପରା ସୃଷ୍ଟି କଲା ସୁପ୍ରିମକୋର୍ଟ କଲେଜିୟମ ପ୍ରଥମ … Continue reading ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ! ବିଚାରପତିଙ୍କ ପ୍ରାର୍ଥୀଙ୍କ ପାଖକୁ କଲେଜିୟମ ଗଲା