ଆରାବଳୀ ଖନନକୁ ସର୍ବୋଚ୍ଚ କୋର୍ଟଙ୍କ ସ୍ପଷ୍ଟ ମନା, ସମୟସୀମା ବୃଦ୍ଧି ନିବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ || Supreme Court categorically rejects mining of Arora, dismisses petition for extension of time

ଦେଶର ସବୁଠାରୁ ପ୍ରାଚୀନ ଏବଂ ପ୍ରାକୃତିକ ସୁରକ୍ଷା କବଚ କୁହାଯାଉଥିବା ଆରାବଳୀ ପର୍ବତମାଳା ର ସୁରକ୍ଷା ମାମଲାରେ ସୁପ୍ରିମ୍ କୋର୍ଟ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆରାବଳୀ ଅଞ୍ଚଳରେ ଚାଲିଥିବା ବେଆଇନ ଖନନ ଏବଂ ପରିବେଶ କ୍ଷତିପୂରଣ ସମ୍ପର୍କିତ ମାମଲାରେ ଉଚ୍ଚସ୍ତରୀୟ କମିଟି କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଧାରିତ ସମୟସୀମା ବୃଦ୍ଧି କରିବାକୁ ଦିଆଯାଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବରୁ ଧାର୍ଯ୍ୟ … Continue reading ଆରାବଳୀ ଖନନକୁ ସର୍ବୋଚ୍ଚ କୋର୍ଟଙ୍କ ସ୍ପଷ୍ଟ ମନା, ସମୟସୀମା ବୃଦ୍ଧି ନିବେଦନକୁ ଖାରଜ କଲେ ସୁପ୍ରିମ୍ କୋର୍ଟ || Supreme Court categorically rejects mining of Arora, dismisses petition for extension of time