୧୬ରେ ୱାକଫ୍ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜର ଶୁଣାଣି କରିବେ ସୁପ୍ରିମକୋର୍ଟ

Supreme Court : ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ପିଭି ସଞ୍ଜୟ କୁମାର ଏବଂ ଜଷ୍ଟିସ କେଭି ବିଶ୍ୱନାଥନ ମଧ୍ୟ ରହିବେ। ୱାକଫ (ସଂଶୋଧନ) ଆଇନ, ୨୦୨୫କୁ ଚ୍ୟାଲେଞ୍ଜ କରୁଥିବା ୧୦ଟି ଆବେଦନର ଶୁଣାଣି ଏପ୍ରିଲ ୧୬ରେ ହେବ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଜଷ୍ଟିସ ପିଭି ସଞ୍ଜୟ କୁମାର ଏବଂ ଜଷ୍ଟିସ କେଭି ବିଶ୍ୱନାଥନ ମଧ୍ୟ ରହିବେ। ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ … Continue reading ୧୬ରେ ୱାକଫ୍ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜର ଶୁଣାଣି କରିବେ ସୁପ୍ରିମକୋର୍ଟ