ଲାଲକିଲ୍ଲା ଚାହୁଁଥିବା ସୁଲତାନା ବେଗମଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ’ତାଜମହଲ କାହିଁକି ନୁହେଁ?

ଲାଲକିଲା ଉପରେ ଦାବି କରି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିବା ଜଣେ ମହିଳାଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ସୁଲତାନା ବେଗମ ନାମକ ଏହି ମହିଳା ନିଜକୁ ମୋଗଲ ବାଦଶାହ ବାହାଦୁର ଶାହ ଜାଫରଙ୍କର ବଂଶଧର ବୋଲି ଦାବି କରି ଲାଲକିଲ୍ଲା ଉପରେ ଅଧିକାର ଦାବି କରିଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହି ଖାରଜ କରିଦେଇଛନ୍ତି … Continue reading ଲାଲକିଲ୍ଲା ଚାହୁଁଥିବା ସୁଲତାନା ବେଗମଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ’ତାଜମହଲ କାହିଁକି ନୁହେଁ?