୨୫ ବର୍ଷର ଜେଲ୍ ପରେ ମଧ୍ୟ ଛଡ଼ାଯିବ ନାହିଁ ।। Supreme court

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ସାଲେମଙ୍କ ମୁକ୍ତି ଆବେଦନକୁ ଖାରଜ କରିଦେଇଛନ୍ତି । ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଦେଇଛନ୍ତି । ସାଲେମଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ତାଙ୍କ ମହକିଲ ତାଙ୍କର ୨୫ ବର୍ଷର ଜେଲ୍ ଦଣ୍ଡ ପୂରଣ କରିଛନ୍ତି, ତେଣୁ ତାଙ୍କୁ ମୁକ୍ତ କରାଯିବା ଉଚିତ ।   ଓକିଲ … Continue reading ୨୫ ବର୍ଷର ଜେଲ୍ ପରେ ମଧ୍ୟ ଛଡ଼ାଯିବ ନାହିଁ ।। Supreme court