ବନ୍ଧୁକ ଚଳାଇ ଫସିଲେ ହିମନ୍ତ ! ।। Supreme court

ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟଗୁଡ଼ିକ ପ୍ରାୟତଃ ରାଜନୈତିକ ଲଢ଼େଇ ପାଇଁ ଆଖଡ଼ା ପାଲଟିଯାଏ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ କଥିତ ଘୃଣାପୂର୍ଣ୍ଣ ଭିଡିଓ ବିରୋଧରେ ଦୁଇଟି ଆବେଦନର ଶୁଣାଣି କରିବା ସମୟରେ ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ ଶୁଣାଣି ପାଇଁ ଆବେଦନଗୁଡ଼ିକୁ ଗ୍ରହଣ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାରିଖ ସ୍ଥିର କରିନାହାଁନ୍ତି। “ଯେତେବେଳେ ନିର୍ବାଚନ ଆସେ, ଆମେ ସୁପ୍ରିମକୋର୍ଟରେ … Continue reading ବନ୍ଧୁକ ଚଳାଇ ଫସିଲେ ହିମନ୍ତ ! ।। Supreme court