Supreme court ।। ବିବାହିତ ମହିଳାଙ୍କୁ କ’ଣ କହିଲେ ସୁପ୍ରିମକୋର୍ଟ ?

ସୁପ୍ରିମକୋର୍ଟ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାର ଅପବ୍ୟବହାର ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ସହମତିରେ ସମ୍ପର୍କ ଖରାପ ହେଲେ ବଳାତ୍କାର ମାମଲା ଦାୟର କରାଯାଏ । କୋର୍ଟ କହିଛନ୍ତି ଯେ ଯେତେବେଳେ ଜଣେ ବିବାହିତ ମହିଳା ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, ସେତେବେଳେ ସେ ତାଙ୍କ ବିରୁଦ୍ଧରେ ବଳାତ୍କାର ମାମଲା ଦାୟର କରିପାରିବେ ନାହିଁ କାରଣ ସେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଯୌନ ସମ୍ପର୍କ ରଖିଥିଲେ।   ଗୁରୁବାର ମାମଲାର … Continue reading Supreme court ।। ବିବାହିତ ମହିଳାଙ୍କୁ କ’ଣ କହିଲେ ସୁପ୍ରିମକୋର୍ଟ ?