ମୋହନ ସରକାରଙ୍କୁ ବଦନାମ୍‍ କରିବାକୁ ଯୋଗାଣମନ୍ତ୍ରୀଙ୍କ ଷଡ଼ଯନ୍ତ୍ର!

Conspiracy against CM Mohan Majhi: ସରକାରରେ ବାରମ୍ବାର ମିଛ କହି ବାହାପିଆ ମନ୍ତ୍ରୀଭାବେ ପରିଚିତ କୃଷ୍ଣଚନ୍ଦ୍ର ପାତ୍ର ମୋହନ ସରକାରକୁ ବଦ୍‍ନାମ କରିବା ପାଇଁ ମୂଳରୁ ଲାଗିପଡ଼ିଛନ୍ତି। ମୋହନ ସରକାର ଓ ଖୋଦ୍‍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ଉପନେତା ବିଧାନସଭା ଭିତରେ ପ୍ରଶଂସା କରୁଛନ୍ତି। ଅପରପକ୍ଷରେ ସରକାରରେ ବାହାପିଆ ମନ୍ତ୍ରୀଭାବେ ପରିଚିତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୋହନ ସରକାରକୁ ବଦ୍‍ନାମ କରିବା ପାଇଁ ମୂଳରୁ ଲାଗିପଡ଼ିଛନ୍ତି। ଖାଦ୍ୟ ଓ … Continue reading ମୋହନ ସରକାରଙ୍କୁ ବଦନାମ୍‍ କରିବାକୁ ଯୋଗାଣମନ୍ତ୍ରୀଙ୍କ ଷଡ଼ଯନ୍ତ୍ର!