Supplies Minister vows to defeat BJP || ବିଜେପିକୁ ହରାଇବାକୁ ଯୋଗାଣମନ୍ତ୍ରୀଙ୍କ ଶପଥ

ଓଡ଼ିଶାର ରାଜନୀତିରେ ଚାଷୀ କେବେ ମଧ୍ୟ ଦୟାର ପାତ୍ର ନୁହେଁ- ସେ ହେଉଛି ଶାସନର ମୂଳ ଆଧାର। ଏହି ରାଜ୍ୟରେ ଯେଉଁ ଦଳ ଚାଷୀଙ୍କୁ ଭରସା ଦେଇଛି, ସେ ଶାସନ କରିଛି; ଯେଉଁ ଦଳ ଚାଷୀଙ୍କୁ ଠକିଛି, ସେ ଇତିହାସରେ ଶିକ୍ଷା ନେଇଛି। ଏହା କୌଣସି ରାଜନୈତିକ ଧାରଣା ନୁହେଁ- ଏହା ଓଡ଼ିଶାର ଭୋଟ ଗଣିତ। ଗତ ସାଧାରଣ ନିର୍ବାଚନରେ ଧାନର ସହାୟକମୂଲ୍ୟ ସହ ବୋନସ ମିଶାଇ ୩୧୦୦ ଟଙ୍କା ଦେବା ଆଶ୍ୱାସନ ହେଉଥିଲା ବିଜେପିର ମୁଖ୍ୟ … Continue reading Supplies Minister vows to defeat BJP || ବିଜେପିକୁ ହରାଇବାକୁ ଯୋଗାଣମନ୍ତ୍ରୀଙ୍କ ଶପଥ