ସୁନୀତା, ବୁଚଙ୍କ ମହାକାଶରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ

Space Station: ମହାକାଶଚାରୀମାନେ ଆଜି ସକାଳେ ସୁଟ୍ ପିନ୍ଧି ମହାକାଶ ଯାନରେ ପ୍ରବେଶ କରିବା ପରେ ଯାତ୍ରା ଆରମ୍ଭ କରିଥିଲେ ଏବଂ କ୍ରୁ-୧୦ ମହାକାଶଚାରୀମାନେ ହ୍ୟାଚ୍ ବନ୍ଦ କରିବା ପୂର୍ବରୁ ସେମାନଙ୍କୁ ବିଦାୟ ଦେଇଥିଲେ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ୯ ମାସର ଏକ ଉଲ୍ଲେଖନୀୟ ଅଭିଯାନ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ବିଦାୟ ନେଇଛନ୍ତି। ଆଜି ସ୍ପେସ୍ ଏକ୍ସ କ୍ରୁ ଡ୍ରାଗନ୍ ମହାକାଶଯାନରେ ସାଥୀ ମହାକାଶଚାରୀ ନିକ୍ ହେଗ୍ ଏବଂ … Continue reading ସୁନୀତା, ବୁଚଙ୍କ ମହାକାଶରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ