ସୁନୀଲଙ୍କ ଏଣ୍ଟ୍ରି-ଚିନ୍ତାରେ ବିଭୀଷଣମାନେ || Sunil’s entry-thoughts are terrifying

ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଦୁଇ ବର୍ଷ ପୂରି ସାରିଲାଣି। ଡବଲ୍ ଇଞ୍ଜିନ୍ ସରକାରର ନାରା ଦେଇ ଦଳ କ୍ଷମତାକୁ ତ ଆସିଗଲା, ହେଲେ ଏବେ ଶାସନ ଗାଦିରେ ବସିବା ପରେ ସବୁକିଛି ଠିକ୍ ଚାଲିଛି ତ? ସରକାର ଓ ସଂଗଠନ ଭିତରେ ସବୁ ଅଲ୍‌-ଇଜ୍-ୱେଲ୍ ତ? ଉପରକୁ ସବୁ ଶାନ୍ତ ଦେଖାଯାଉଥିଲେ ବି, ଭିତରେ ଭିତରେ ଓଡ଼ିଶା ବିଜେପିର ସଂଗଠନରେ କୁହୁଳୁଛି ବିଦ୍ରୋହର ନିଆଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ … Continue reading ସୁନୀଲଙ୍କ ଏଣ୍ଟ୍ରି-ଚିନ୍ତାରେ ବିଭୀଷଣମାନେ || Sunil’s entry-thoughts are terrifying