ତୃଣମୂଳ ସ୍ତରରେ ଲୋକଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ସମ୍ ହେଲ୍ଥ କେୟାର ସର୍ଭିସେସ ର ପ୍ରସ୍ତାବକୁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ୧୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମା ସହରରେ ପ୍ରାଥମିକ, ମାଧ୍ୟମିକ, ଟ୍ରମା, ଜରୁରୀକାଳୀନ, ଡାଇଗ୍ନୋଷ୍ଟିକ୍, ଜେରିଆଟ୍ରିକ୍ କେୟାର ଏବଂ ଫିଜିଓଥେରାପି ସୁବିଧା ସହିତ ଫାର୍ମାସି ସୁବିଧା ଯୋଗା … Continue reading ଓଡ଼ିଶାର ସମସ୍ତ ଜିଲ୍ଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୦ କୋଟି ଟଙ୍କା ବିନିଯୋଗ କରିବ ସମ ହେଲଥ କେୟାର ସର୍ଭିସେସ୍
Copy and paste this URL into your WordPress site to embed
Copy and paste this code into your site to embed