Sujata’s path is blocked! ।। ସୁଜାତାଙ୍କ ବାଟ ବନ୍ଦ!

ଓଡ଼ିଶାର ରାଜନୀତିରେ ବିଜୁ ଜନତା ଦଳ (ବିଜେଡି) ଏବେ ଏକ ଗଭୀର ସନ୍ଧିକ୍ଷଣ ମଧ୍ୟରେ ଅଛି । ୨୦୨୪ ନିର୍ବାଚନ ପରବର୍ତ୍ତୀ ପରିବେଶରେ ଦଳର ଭିତରେ ଦୀର୍ଘଦିନ ଧରି ଜମା ହୋଇ ରହିଥିବା ଅସନ୍ତୋଷ, ଆଶଙ୍କା ଓ ଶକ୍ତି-ସମୀକରଣ ଏବେ ଖୋଲାମେଲା ଆଲୋଚନାର ବିଷୟ । ବିଶେଷକରି ପାଣ୍ଡିଆନ ଦମ୍ପତିଙ୍କୁ କେନ୍ଦ୍ର କରି ଦଳରେ ଯେଉଁ ଅସନ୍ତୋଷ ଓ ଆଶଙ୍କା ଗଢ଼ିଉଠିଥିଲା, ସେହି ଅସନ୍ତୋଷକୁ ଦଳର ସଭାପତି ନବୀନ ପଟ୍ଟନାୟକ ଏବେ ହୃଦୟଙ୍ଗମ କରିବା ଆରମ୍ଭ କରିଛନ୍ତି—ଏହା … Continue reading Sujata’s path is blocked! ।। ସୁଜାତାଙ୍କ ବାଟ ବନ୍ଦ!