ସୁଜାତାଙ୍କ ଏଣ୍ଟ୍ରିରେ ଲାଗିଲା ବ୍ରେକ୍! || Sujata’s entry was interrupted!

ଓଡ଼ିଶା ରାଜନୀତିରେ ବିଜେଡି ଭିତରେ ଚାଲିଥିବା ସୁଜାତା କାର୍ତ୍ତିକେୟନଙ୍କୁ ନେଇ ହାଇ-ପ୍ରୋଫାଇଲ୍ ଡ୍ରାମାରେ ଏବେ ଏକ ବଡ଼ ଟ୍ୱିଷ୍ଟ ଆସିଛି। ଗତ କିଛିଦିନ ଧରି ଯେଉଁ ‘ଆମଦାନୀ ନେତା’ ଏବଂ କିଛି ହାତଗଣତା ଗୋଷ୍ଠୀ ସୁଜାତାଙ୍କ ବିଜେଡି ଏଣ୍ଟ୍ରି ପାଇଁ ଗଣମାଧ୍ୟମରେ ପ୍ରାୟୋଜିତ କ୍ୟାମ୍ପେନ୍ ଚଲାଉଥିଲେ, ତାହା ଉପରେ ଏବେ ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ରେକ୍ ଲଗାଇ ଦେଲେ। ରିପୋର୍ଟ ଅନୁଯାୟୀ, ନବୀନ ନିବାସରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଏଥର କୌଣସି ବାବୁରାଜ … Continue reading ସୁଜାତାଙ୍କ ଏଣ୍ଟ୍ରିରେ ଲାଗିଲା ବ୍ରେକ୍! || Sujata’s entry was interrupted!