ବିଜେପି ପାଇଁ କାଳ ସୁଜାତା? || Sujata threat to BJP
ଓଡ଼ିଶା ରାଜନୀତିର ପାଣିପାଗ ଏବେ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଯେଉଁ ତାମିଲ ବୋହୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ ବିଜେଡି ଭିତରେ ବିଦ୍ରୋହର ନିଆଁ ଜଳିବ ବୋଲି ବିରୋଧୀ ବିଜେପି ଆଶା ରଖିଥିଲା, ସେହି ସୁଜାତା ରାଉତ କାର୍ତ୍ତିକେୟନ ଏବେ ଶଙ୍ଖ ଶିବିରର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛନ୍ତି। ମାତ୍ର ୧୩ ଦିନ ଭିତରେ ସବୁ ଅସନ୍ତୋଷ ଗାଏବ! ବରିଷ୍ଠଠାରୁ ଆରମ୍ଭ କରି କନିଷ୍ଠ— ସମସ୍ତେ ଏବେ ସୁଜାତାଙ୍କ ଦରବାରରେ ହାଜିରା ପକାଇବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। … Continue reading ବିଜେପି ପାଇଁ କାଳ ସୁଜାତା? || Sujata threat to BJP
Copy and paste this URL into your WordPress site to embed
Copy and paste this code into your site to embed