ପାଣ୍ଡିଆନଙ୍କ ରାସ୍ତାରେ ସୁଜାତା; ଚାକିରିରୁ ଆଗୁଆ ନେଲେ ଅବସର

ସ୍ୱାମୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ରାସ୍ତାରେ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଚାକିରି ଶେଷ ପୂର୍ବରୁ ଆଗୁଆ ଅବସର ନେଲେ ସୁଜାତା। ଏହା ପୂର୍ବରୁ ତାଙ୍କ ଆଇଏଏସ ସ୍ୱାମୀ ପାଣ୍ଡିଆନ ୨୦୨୪ ସାଧାରଣ ନିର୍ବାଚନ ଆଗରୁ ଆଗୁଆ ଭିଆରଏସ ନେଇଥିଲେ। ତା’ପରେ ବିଜେଡ଼ିରେ ସାମିଲ ହୋଇ ଦଳର ମଙ୍ଗ ଧରିଥିଲେ। ଏବେ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରିଛିନ୍ତି ପତ୍ନୀ ସୁଜାତା। ସୁଜାତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି। କିଛି ଦିନ ତଳେ ସେ … Continue reading ପାଣ୍ଡିଆନଙ୍କ ରାସ୍ତାରେ ସୁଜାତା; ଚାକିରିରୁ ଆଗୁଆ ନେଲେ ଅବସର