ଓଡ଼ିଶା ରାଜନୀତିର ସବୁଠାରୁ ଚର୍ଚ୍ଚିତ ଏବଂ ହଟ୍ ସିଟ୍ କହିଲେ ଶ୍ରୀକ୍ଷେତ୍ର ପୁରୀକୁ ହିଁ ବୁଝାଏ। କିନ୍ତୁ ଏବେ ପୁରୀ ବିଜେଡି ଭିତରେ ଯେଉଁ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି, ତାହା ଦଳର ହାଇକମାଣ୍ଡଙ୍କ ନିଦ ହଜାଇ ଦେଇଛି। ଦଳର ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତ୍ରୀ ସୁଜାତା କାର୍ତ୍ତିକେୟନ ଏବେ ପୁରୀ ରାଜନୀତିର ଏମିତି ଏକ ଦୋଛକିରେ ଛିଡ଼ା ହୋଇଛନ୍ତି, ଯେଉଁଠି ଗୋଟିଏ ପଟେ ଅଛନ୍ତି ଦଳର ପୁରୁଖା ତଥା ନିର୍ବାଚନ ହାରିଥିବା ନେତା ସଞ୍ଜୟ … Continue reading ପୁରୀ ରାଜନୀତିର ଦୋଛକିରେ ସୁଜାତା କାର୍ତ୍ତିକେୟନ! ସଞ୍ଜୟ ଦାସବର୍ମା ବନାମ ସୁନିଲ ମହାନ୍ତି || Sujata Karthikeyan in the crosshairs of Puri politics! Sanjay Dasbarma vs Sunil Mohanty
Copy and paste this URL into your WordPress site to embed
Copy and paste this code into your site to embed