ଶ୍ରୀମୟୀଙ୍କୁ ଖୋଜିଲେଣି ସୁଜାତା || Sujata is looking for Srimayi.

ରାଜନୀତି ଏମିତି ଏକ ରଙ୍ଗମଞ୍ଚ, ଯେଉଁଠି ପ୍ରତି ମୁହୁର୍ତ୍ତରେ ସମୀକରଣ ବଦଳେ। ଯେଉଁଠି ଆଜିର ଶତ୍ରୁ କାଲିର ମିତ୍ର ପାଲଟେ, ଆଉ ଆଜିର ଅଭିମାନ କାଲିର ବଡ଼ ରଣନୀତିର ରୂପ ନିଏ। ଆଜ୍ଞା, ଓଡ଼ିଶା ରାଜନୀତିରୁ ଏବେ ଏମିତି ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯାହା ଶୁଣିବାକୁ ପ୍ରଥମେ ପ୍ରଥମେ ଟିକେ ଅଡ଼ୁଆ ଲାଗିପାରେ, କିନ୍ତୁ ଏହା ଅକ୍ଷରେ ଅକ୍ଷରେ ସତ। ଏହି ଚହଳ ପଛର ସୂତ୍ରଧର ସ୍ୱୟଂ ସୋସିଆଲ ମିଡିଆ ଏବଂ ଏହି ସୂଚନା … Continue reading ଶ୍ରୀମୟୀଙ୍କୁ ଖୋଜିଲେଣି ସୁଜାତା || Sujata is looking for Srimayi.