କାଦୁଅକୁ ଡରୁଛନ୍ତି ସୁଜାତା! || Sujata is afraid of mud!

ରାଜ୍ୟରେ ଏବେ ବନ୍ୟା ପରିସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ରାଜନୈତିକ ଦଳର କର୍ମୀ, ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା କିପରି ହେବା ଉଚିତ, ତାହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ବିଜୁ ଜନତା ଦଳର ତଥାକଥିତ ଅସାଧାରଣ କର୍ମୀ, ତଥା ପୂର୍ବତନ ଅଘୋଷିତ କର୍ତ୍ତୃତ୍ୱ ଜାହିର କରୁଥିବା ନେତା ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପତ୍ନୀ ସୁଜାତା … Continue reading କାଦୁଅକୁ ଡରୁଛନ୍ତି ସୁଜାତା! || Sujata is afraid of mud!