ସୁଜାତା ଆସିଲେ, କୁଆଡ଼େ ଗଲେ କ୍ରୀତଦାସ || Sujata came, where did the slave go?

ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ବା ବିଜେଡି ଭିତରେ ବର୍ତ୍ତମାନ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି, ଯାହା ଦଳର ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇ ଦେଇଛି। ନିର୍ବାଚନ ହାରିବା ପରେ ସମୀକ୍ଷା ଚାଲିଥିବାବେଳେ ଏବେ ଦଳ ଭିତରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ନୂଆ ନିଷ୍ପତ୍ତିକୁ ନେଇ ଦଳର ପୁରୁଖା ଓଡ଼ିଆ ନେତାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା … Continue reading ସୁଜାତା ଆସିଲେ, କୁଆଡ଼େ ଗଲେ କ୍ରୀତଦାସ || Sujata came, where did the slave go?