ପାକିସ୍ତାନ-ଚୀନର ନିଦ ହଜାଇବ ସୁଦର୍ଶନ ଚକ୍ର || Sudarshan Chakra will wake up Pakistan-China

ଆଜିର ଦୁନିଆରେ ଯୁଦ୍ଧ କେବଳ ସୀମାରେ ଲଢ଼ାଯାଉନି, ବରଂ ମହାକାଶରୁ ମଧ୍ୟ ଶତ୍ରୁ ଉପରେ ନଜର ରଖାଯାଉଛି। ନିକଟରେ ଚୀନ ସହାୟତାରେ ପାକିସ୍ତାନ ତା’ର ନୂଆ ସାଟେଲାଇଟ୍ EO-3 ଲଞ୍ଚ କରିଛି। ପାକିସ୍ତାନ କହୁଛି ଏହା କୃଷି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପାଇଁ, କିନ୍ତୁ ଅସଲରେ ଏହା ଭାରତ ଉପରେ ନଜର ରଖିବା ପାଇଁ ଏକ ଚାଲ୍। କିନ୍ତୁ ଶତ୍ରୁ ଏହା ଭୁଲିଯିବା ଉଚିତ ନୁହେଁ ଯେ ଭାରତ ଏବେ ଆଉ ପଛରେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Continue reading ପାକିସ୍ତାନ-ଚୀନର ନିଦ ହଜାଇବ ସୁଦର୍ଶନ ଚକ୍ର || Sudarshan Chakra will wake up Pakistan-China