Sudan Gurung, The Face Of Gen Z Protests In Nepal ।। ସୁଦାନ ଗୁରୁଙ୍ଗ – ନେପାଳ ବିକ୍ଷୋଭର ନେତା
ନେପାଳରେ ଚାଲିଥିବା ସରକାର ବିରୋଧୀ ଜେନ୍ ଜି ବିକ୍ଷୋଭର ନେତୃତ୍ବ ନେଉଛନ୍ତି ସୁଦାନ ଗୁରୁଙ୍ଗ। ଗୁରୁଙ୍ଗ ହେଉଛନ୍ତି ‘ହାମି ନେପାଳ’ ନାମକ ଏକ ଏନିଜିଓର ପ୍ରତିଷ୍ଠାତା ଓ ସଭାପତି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୮ରେ ଗୁରୁଙ୍ଗ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ କିପରି ବିକ୍ଷୋଭ କରାଯିବ ତା’ହା ସେ ଦେଖାଇଥିଲେ। ଏନଜିଓ ଖୋଲିବା ପୂର୍ବରୁ ଗୁରୁଙ୍ଗ ଏକ ଇଭେଣ୍ଟ ମ୍ୟାେନଜମେଣ୍ଟରେ କାମ କରୁଥିଲେ। ଅନ୍ୟପଟେ ନେପାଳର ଜେନ୍ ଜି ବିକ୍ଷୋଭକାରୀମାନେ … Continue reading Sudan Gurung, The Face Of Gen Z Protests In Nepal ।। ସୁଦାନ ଗୁରୁଙ୍ଗ – ନେପାଳ ବିକ୍ଷୋଭର ନେତା
Copy and paste this URL into your WordPress site to embed
Copy and paste this code into your site to embed