‘ନାଗ ଏମକେ -୨’ ମିସାଇଲ୍‌ର ସଫଳ ପରୀକ୍ଷଣ: ଡିଆରଡିଓ, ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ଭାରତ କ୍ରମାଗତ ଭାବରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରୁଛି । ଏହାରି ମଧ୍ୟରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତୃତୀୟ ଜେନେରେସେନ୍‌ର ଆଣ୍ଟି ଟ୍ୟାଙ୍କ ଫାୟର-ଏଣ୍ଡ୍‌-ଫରଗେଟ୍‌ ଗାଇଡେଡ ମିସାଇଲ(ଏଟିଜିଏମ୍‌) ‘ନାଗ Mk-2’ ସଫଳତାର ସହ ପରୀକ୍ଷଣ କରିଛି । ଏହି ପରୀକ୍ଷା ସୋମବାର ରାଜସ୍ଥାନର ଜୈସଲମୈର ଜିଲ୍ଲାର ପୋଖରାନରେ ଫିଲ୍ଡ ଫାୟାରିଂ ରେଞ୍ଜରେ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପୋଖରାନ୍‌ରେ ଚାଲିଥିବା ପରୀକ୍ଷଣ ସମୟରେ ଫିଲ୍ଡ ଟ୍ରାଏଲ୍‌ରେ ଏହି ମିସାଇଲ୍‌ ସିଷ୍ଟମକୁ … Continue reading ‘ନାଗ ଏମକେ -୨’ ମିସାଇଲ୍‌ର ସଫଳ ପରୀକ୍ଷଣ: ଡିଆରଡିଓ, ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ