Subroto Bagchi gets trolled by showing salary cheque।। ଦରମା ଚେକ୍ ଦେଖେଇ ଟ୍ରୋଲ ହେଉଛନ୍ତି ସୁବ୍ରତୋ ବାଗଚୀ

ଭୁବନେଶ୍ୱର ମେୟର ସୁଲୋଚନା ଦାସ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସମ୍ପ୍ରତି ହୋଇଥିବା ନୃଶଂସ ଆକ୍ରମଣ ପରେ ସମସ୍ତ ସମର୍ଥନଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ମେୟର ଏକ୍ସ ପୋଷ୍ଟରେ କୃତଜ୍ଞତା ଜଣାଇ ଲେଖିଛନ୍ତି, “ଜୁନ୍ ୩୦ ତାରିଖରେ ଆମର ଜଣେ ଅଧିକାରୀଙ୍କ ଉପରେ ନୃଶଂସ ଆକ୍ରମଣ ଘଟଣାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ସହିତ ଦୃଢ଼ ଭାବରେ ଠିଆ ହୋଇଥିବାରୁ ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି “। ତେବେ ପୋଷ୍ଟଟି ସୁଲୋଚନାଙ୍କ ଉପରେ ଭାରି … Continue reading Subroto Bagchi gets trolled by showing salary cheque।। ଦରମା ଚେକ୍ ଦେଖେଇ ଟ୍ରୋଲ ହେଉଛନ୍ତି ସୁବ୍ରତୋ ବାଗଚୀ