Subhadra yojana ।। ଏହି ସପ୍ତାହରେ ୪.୫୭ ଲକ୍ଷରୁ ଅଧିକ ଓଡ଼ିଶା ହିତାଧିକାରୀ ସୁଭଦ୍ରା ଯୋଜନାର କିସ୍ତି ପାଇବେ

ସୁଭଦ୍ରା ଯୋଜନା ଅନ୍ତର୍ଗତ କିସ୍ତି ଏହି ସପ୍ତାହରେ ପ୍ରଦାନ କରାଯିବ ଯାହା ରାଜ୍ୟବ୍ୟାପୀ ବହୁ ସଂଖ୍ୟକ ମହିଳାଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବ। ଏହି ପର୍ଯ୍ୟାୟରେ ପ୍ରାୟ ୪,୫୭,୬୮୧ ମହିଳା ହିତାଧିକାରୀ ସୁଭଦ୍ରା ସହାୟତା ପାଇବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ନୂତନ ଭାବରେ ଯୋଡ଼ି ହୋଇଥିବା ୧,୭୮,୩୯୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଭାବରେ ପ୍ରତ୍ୟେକଙ୍କୁ ୫,୦୦୦ ଟଙ୍କା ପାଇବେ। ଏହା ସହିତ ପୂର୍ବରୁ ଯୋଜନାରୁ ବାଦ ଦିଆଯାଇଥିବା ମହିଳାମାନଙ୍କୁ ଯାଞ୍ଚ ପରେ ପୁନଃ ଅନ୍ତର୍ଭୁକ୍ତ କରାଯାଇଛି।   … Continue reading Subhadra yojana ।। ଏହି ସପ୍ତାହରେ ୪.୫୭ ଲକ୍ଷରୁ ଅଧିକ ଓଡ଼ିଶା ହିତାଧିକାରୀ ସୁଭଦ୍ରା ଯୋଜନାର କିସ୍ତି ପାଇବେ