ସୁଭଦ୍ରା ଯୋଜନା: ଆବେଦନ ପାଇଁ ପୋର୍ଟାଲରେ ଆରମ୍ଭ ହେଲା ନୂଆ ସୁବିଧା

Subhadra Yojana : ସୁଭଦ୍ରା ଯୋଜନା ପୋର୍ଟାଲରେ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏକ ନୂତନ ଓପିଟି-ଇନ୍ ସୁବିଧା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାରୁ ଭୁଲବଶତଃ ବାଦ୍‍ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଓଡ଼ିଶା ସରକାର ସୁଭଦ୍ରା ଯୋଜନା ପୋର୍ଟାଲରେ ଏକ ନୂଆ ସୁବିଧା ଆଣିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନୂଆ ସୁବିଧା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ପୋର୍ଟାଲରେ ମନୋନୀତ ହିତାଧିକାରୀଙ୍କ ପାଇଁ ଏକ ନୂତନ … Continue reading ସୁଭଦ୍ରା ଯୋଜନା: ଆବେଦନ ପାଇଁ ପୋର୍ଟାଲରେ ଆରମ୍ଭ ହେଲା ନୂଆ ସୁବିଧା