ମାର୍ଚ୍ଚ ୮ରେ ସୁଭଦ୍ରାର ଦ୍ୱିତୀୟ କିସ୍ତି; ଜାଣନ୍ତୁ କେମିତି ମିଳିବ

Subhadra: ଅନ୍ୟାନ୍ୟ ଯୋଜନାରୁ ମାସକୁ ୧୫୦୦ ଟଙ୍କାରୁ କମ୍ କିମ୍ବା ସମାନ କିମ୍ବା ବାର୍ଷିକ ୧୮,୦୦୦ ଟଙ୍କାରୁ କମ୍ କିମ୍ବା ସମାନ ପାଉଥିବା ମହିଳାମାନେ ମଧ୍ୟ ଏଥିପାଇଁ ଅଯୋଗ୍ୟ ଅଟନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କାର ଦ୍ୱିତୀୟ କିସ୍ତି ବଣ୍ଟନ କରାଯିବ ବୋଲି ସରକାର ପୂର୍ବରୁ ନିଶ୍ଚିତ କରିଛନ୍ତି। ଫେବ୍ରୁଆରି ୮ ତାରିଖରେ ପ୍ରଦାନ କରାଯାଇଥିବା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ … Continue reading ମାର୍ଚ୍ଚ ୮ରେ ସୁଭଦ୍ରାର ଦ୍ୱିତୀୟ କିସ୍ତି; ଜାଣନ୍ତୁ କେମିତି ମିଳିବ