ସୁବାସିନୀଙ୍କ ‘ଧର୍ମସଙ୍କଟ’ ସ୍ୱାମୀଙ୍କ ବିଜେପି ପ୍ରେମ ନା ଦଳୀୟ ଆନୁଗତ୍ୟ? || Subashini’s ‘religious dilemma’
“ରାଜନୀତିରେ କେହି କାହାର ଚିରସ୍ଥାୟୀ ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି” – ଏହି ପୁରୁଣା ଉକ୍ତିଟି ଏବେ ଓଡ଼ିଶା ରାଜନୀତିର ପ୍ରତିଟି ଗଳିକନ୍ଦିରେ ଶୁଭିବାକୁ ଲାଗିଛି। ବିଶେଷ କରି ରାଜ୍ୟସଭା ନିର୍ବାଚନର ଠିକ୍ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ଭିତରେ ଯେଉଁ ଅନ୍ତଃକନ୍ଦଳ ଏବଂ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି, ତାହା ଦଳୀୟ ଶୃଙ୍ଖଳା ଉପରେ ଏକ ବିରାଟ ପ୍ରଶ୍ନବାଚୀ ଲଗାଇଛି। ଏହି ସମଗ୍ର ନାଟକର ମୁଖ୍ୟ ନାୟିକା ସାଜିଛନ୍ତି ବସ୍ତାର ବିଧାୟିକା ସୁବାସିନୀ … Continue reading ସୁବାସିନୀଙ୍କ ‘ଧର୍ମସଙ୍କଟ’ ସ୍ୱାମୀଙ୍କ ବିଜେପି ପ୍ରେମ ନା ଦଳୀୟ ଆନୁଗତ୍ୟ? || Subashini’s ‘religious dilemma’
Copy and paste this URL into your WordPress site to embed
Copy and paste this code into your site to embed