ଛାତ୍ର ଆତ୍ମହତ୍ୟା ଓ ସୁପ୍ରିମ୍ କୋର୍ଟ ଟାସ୍କଫୋର୍ସ

Supreme Court:ପରୀକ୍ଷାରେ ବିଫଳ ହେବ ପରେ ବି  ଜୀବନ ଅଛି ବୋଲି ପିଲାଙ୍କ ମନରେ ଧାରଣ  ସୃଷ୍ଟି କରିବା ଉଚିତ୍; ଶିକ୍ଷାନୁଷ୍ଠାନ ମାନେ ସେମାନଙ୍କ ଛାତ୍ର କଲ୍ୟାଣରେ ଅଧିକ ପାଣ୍ଠି ନିବେଶ କରିବା ଆବଶ୍ୟକ ଏବଂ ଏଥି ପାଇଁ ପାଇଁ ପ୍ରଶିକ୍ଷିତ କର୍ମଚାରୀ ଦରକାର । ଦେଶରେ ଛାତ୍ର ଆତ୍ମହତ୍ୟାର ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଏକ ଟାସ୍କଫୋର୍ସ ଗଠନ କରିବାକୁ ଚଳିତ ସପ୍ତାହରେ ସୁପ୍ରିମ୍ କୋର୍ଟ ଦେଇଥିବା ନିଷ୍ପତ୍ତି ଏକ ସଙ୍କଟର ସ୍ୱୀକୃତି ବୋଲି କୁହାଯାଇପାରେ … Continue reading ଛାତ୍ର ଆତ୍ମହତ୍ୟା ଓ ସୁପ୍ରିମ୍ କୋର୍ଟ ଟାସ୍କଫୋର୍ସ