NEET-UGରେ ବିଫଳ ହେଲାପରେ ଜୀବନ ହାରିଲେ ଛାତ୍ର || Student dies after failing in NEET-UG

NEET-UG ୨୦୨୬ ଫଳାଫଳ ଘୋଷଣା ହେବାର କିଛି ଘଣ୍ଟା ପରେ, ଗୁରୁବାର ରାତିରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରସ୍ଥିତ ତାଙ୍କ ବାସଭବନରେ ଜଣେ ୨୦ ବର୍ଷୀୟ ଡାକ୍ତରୀ ଆଶାୟୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ସଞ୍ଚିତା ସାହୁ। ପୋଲିସ ଅନୁଯାୟୀ, ଶୁକ୍ରବାର ସକାଳେ ପରିବାର ସଦସ୍ୟମାନେ ସଞ୍ଚିତାଙ୍କୁ ତାଙ୍କ କୋଠରୀ ଭିତରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ପରିବାର ସଦସ୍ୟ କହିଛନ୍ତି ଯେ ସଂଚିତା ତାଙ୍କ ପୂର୍ବ ପ୍ରୟାସରେ ଡାକ୍ତରୀ ସିଟ୍ ପାଇ ନ ପାରିବା ପରେ … Continue reading NEET-UGରେ ବିଫଳ ହେଲାପରେ ଜୀବନ ହାରିଲେ ଛାତ୍ର || Student dies after failing in NEET-UG