Mohan Bhagwat on RSS-BJP ties ।। ଆରଏସଏସ ଏବଂ ବିଜେପି ମଧ୍ୟରେ ମତଭେଦକୁ ସ୍ୱୀକାର କଲେ ଭାଗବତ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଗୁରୁବାର କହିଛନ୍ତି ଯେ ସଂଘ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ କୌଣସି ମତ ପାର୍ଥକ୍ୟ ନାହିଁ। ଆରଏସଏସ ଏବଂ ବିଜେପି ମଧ୍ୟରେ ପାର୍ଥକ୍ୟ ଅଛି କି ନାହିଁ ଏ ପ୍ରଶ୍ନର ଉତ୍ତରରେ ଭାଗବତ କହିଛନ୍ତି ଯେ ସଂଗଠନର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହିତ ଭଲ ସମନ୍ୱୟ ରହିଛି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାଗବତ କହିଛନ୍ତି ଯେ ଆରଏସଏସ ଯେକୌଣସି ପ୍ରସଙ୍ଗରେ ପରାମର୍ଶ ଦେଇପାରିବ, … Continue reading Mohan Bhagwat on RSS-BJP ties ।। ଆରଏସଏସ ଏବଂ ବିଜେପି ମଧ୍ୟରେ ମତଭେଦକୁ ସ୍ୱୀକାର କଲେ ଭାଗବତ