Strict action will be taken against illegal donations and crime in the capital ।। ରାଜଧାନୀରେ ଅପରାଧ ରୋକିବା ପାଇଁ ବ୍ୟାପକ ପଦକ୍ଷେପ

ପାର୍ବଣ ଆରମ୍ଭରୁ ରାଜଧାନୀରେ କରାଇଲେଣି ଅପରାଧୀ। କେଉଁଠି ବଟି ପାଇଁ ତ କେଉଁଠି ଚାନ୍ଦା ପାଇଁ ଦେଖାଉଛନ୍ତି ଦାଦାଗିରି। ଦଳବଳ ହୋଇ ପହଞ୍ଚି ଯାଉଛନ୍ତି, ନଦେଲେ ଧମକଚମକ ଦେଉଛନ୍ତି। ଆକ୍ରମଣ କରିବାକୁ ହିଁ ପରେ ନାହାନ୍ତି। ଖାଲି ଏତିକି ନୁହେଁ, ଅନ୍ୟାସଗତ ଅପରାଧୀଙ୍କ ଦୌରାତ୍ମ୍ୟ ଟି ତାଲିକାରେ ୧୯୦୦ରୁ ଅଧିକଙ୍କ ନାମ ତଡ଼ିପାର ହେବେ କୁଖ୍ୟାତ ଅପରାଧୀ । କେଉଁଠି ଜମି ପାଇଁ ବୋମା ମାଡ଼ ହେଲାଣି ତ କେଉଁଠି ବନ୍ଧୁକ ଗଢିଲାଣି। ପୁଣି ବାର୍‌ରେ ମସ୍ତି … Continue reading Strict action will be taken against illegal donations and crime in the capital ।। ରାଜଧାନୀରେ ଅପରାଧ ରୋକିବା ପାଇଁ ବ୍ୟାପକ ପଦକ୍ଷେପ